“କୌଣସି ମୂଲ୍ୟରେ ବି ପରମାଣୁ ଅସ୍ତ୍ର ତିଆରି କରିବାକୁ ଦେବୁନି”, ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ
ଓଡିଶାଭାସ୍କର: ଇରାନ ଉପରେ ଆମେରିକାର ସମ୍ଭାବ୍ୟ ଆକ୍ରମଣ ରିପୋର୍ଟ ମଧ୍ୟରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।
ଆମେରିକା ରାଷ୍ଟ୍ରପତି ଇରାନର ପରମାଣୁ ନେତା…
