Amit Mishra Retirement: କ୍ରିକେଟର ଭଗବାନ ସଚିନଙ୍କୁ ପଛରେ ପକାଇଦେଲେ ଏହି ଖେଳାଳି,ଖେଳ କ୍ୟାରିୟର ତେନ୍ଦୁଲକରଙ୍କଠୁ ଲମ୍ବା
ନୂଆଦିଲ୍ଲୀ: ଆର.ଅଶ୍ୱିନଙ୍କ ଅବସର ପରେ, ଟିମ୍ ଇଣ୍ଡିଆର ଆଉ ଜଣେ ସ୍ପିନର କ୍ରିକେଟର ତିନୋଟି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଟିମ୍ ଇଣ୍ଡିଆର ଲେଗ୍ ସ୍ପିନର ଅମିତ ମିଶ୍ରା, ଯିଏ ଲଗାତାର ଟିମ୍ ଇଣ୍ଡିଆରୁ ଦୂରରେ ଥିଲେ…

