fbpx
Browsing Tag

amit-shah

ବିଜେଡି-ବିଜେପି ମେଣ୍ଟକୁ ନେଇ ଅମିତ ଶାହାଙ୍କ ବଡ଼ ବୟାନ: ‘କିଛି ବି ହେଇପାରେ…

ଓଡ଼ିଶା ଭାସ୍କର: ପୁଣି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଆରମ୍ଭ ହେବା ଭିତରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେପି ଚାଣକ୍ୟ ବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ମେଣ୍ଟ ପ୍ରସଙ୍ଗକୁ ନେଇ ଏକ ପ୍ରଶ୍ନରେ ଶାହା କହିଛନ୍ତି,…

ଆସନ୍ତା ୨୨କୁ ଘୁଞ୍ଚିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ଓଡ଼ିଶା ଭାସ୍କର: ଆସନ୍ତା ୨୨ ତାରିଖକୁ ଘୁଞ୍ଚିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏହି ଦିନ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ନେଇ ଘୋଷଣା କରାଯିବ । ଏଥର ପ୍ରାର୍ଥୀ ତାଲିକାରେ ଓଡ଼ିଶା ପ୍ରାର୍ଥୀଙ୍କ…

ଭାରତରେ ହେବ End Free Movement : ମିଆଁମାର ସୀମାକୁ ସିଲ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମିଆଁମାରରେ ବିବାଦ ଘନେଇବା ପରେ ଭାରତ ସୀମା ଡେଇଁ ମିଜୋରାମକୁ ପ୍ରବେଶ କରୁଛନ୍ତି ମିଆଁମାର ସେନା । ଯାହା ବର୍ତ୍ତମାନ ଭାରତ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ସାରା ବିଶ୍ୱରେ ବିଭିନ୍ନ ଦେଶ ମଧ୍ୟରେ…

ଅଯୋଧ୍ୟା ରାମ ମନ୍ଦିରକୁ ନେଇ BJPର ମାଷ୍ଟରପ୍ଲାନ: ପ୍ରତିଦିନ ୫୦ ହଜାର ଲୋକଙ୍କୁ କରାଯିବ ରାମ-ଦର୍ଶନ

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି କୋଟି କୋଟି ରାମଭକ୍ତଙ୍କ ବହୁବର୍ଷର ଅପେକ୍ଷା । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ରାମ…

ତେହରିକ୍‌-ଏ-ହୁରିୟତ ଜମ୍ମୁ-କଶ୍ମୀରକୁ ବେଆଇନ ସଂଗଠନ ଭାବେ ଘୋଷଣା କଲେ ଭାରତ ସରକାର

ନୂଆଦିଲ୍ଲୀ: ତେହରିକ୍‌-ଏ-ହୁରିୟତ ଜମ୍ମୁ-କଶ୍ମୀର ସଂଗଠନକୁ ଏକ ବେଆଇନ ସଂଗଠନ ଭାବେ ଘୋଷଣା କଲେ ଭାରତ ସରକାର। ତେବେ ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ନେଇ ମୋଦୀ ସରକାର ଏଭଳି ଏକ ବଡ଼ ପଦକ୍ଷେପ…

ଅବୈଧ ସମ୍ପର୍କ ରଖିବା ହେବ କି ଅପରାଧ? ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରିବର୍ତ୍ତନ ପାଇଁ ପରାମର୍ଶ

ନୂଆଦିଲ୍ଲୀ: ଅବୈଧ ସମ୍ପର୍କ ରଖିବା ମାମଲାକୁ ପୁଣିଥରେ ଅପରାଧର ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି ଉଠିଛି । ଏହାର ଏକ ବଡ଼ କାରଣ ମଧ୍ୟ ଦର୍ଶାଯାଇଛି । ଭାରତୀୟ ଜୁଡ଼ିସିଆଲ କୋଡ ସଂସଦୀୟ ପ୍ୟାନେଲ ସରକାରଙ୍କୁ ଏ ନେଇ…

(Video) ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ କରୁଥିବା ଦୋଷୀଙ୍କ ଦଣ୍ଡକୁ ଆହୁରି କଠୋର କରାଯାଇଛି: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା ବିଲ, ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ ଓ ଭାରତୀୟ ସାକ୍ଷ୍ୟ ବିଲ ଆଗତ କରିଛନ୍ତି । ଏହି ବିଲ ଭାରତୀୟ ଦଣ୍ଡ ସଂହିତା,…

‘Sahara Refund Portal’ ମାଧ୍ୟମରେ ସାହାରା ନିବେଶକଙ୍କୁ ମିଳିବ ଅର୍ଥ? ଜୁଲାଇ ୧୮ରେ ଗୃହମନ୍ତ୍ରୀ ଲଞ୍ଚ କରିବେ ନୂଆ ୱେବସାଇଟ୍

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ନିବେଶକଙ୍କର ଅର୍ଥ ସାହାରା ଇଣ୍ଡିଆରେ ଫଶି ରହିଛି । ନିବେଶ ଅବଧି ସରିବା ପରେ ମଧ୍ୟ ଅର୍ଥ ଫେରସ୍ତ ନ ମିଳିବା ଫଳରେ ବିଭିନ୍ନ ରାଜ୍ୟରେ ନିବେଶକମାନେ ସାହାରା ଇଣ୍ଡିଆ ବିରୋଧରେ ଆନ୍ଦୋଳନ…

NDMCର ୪୫୦୦ କର୍ମଚାରୀ ରେଗୁଲାର ହେବେ: ସିଏମଙ୍କୁ ଗୃହମନ୍ତ୍ରୀଙ୍କ ଚିଠି

ନୂଆଦିଲ୍ଲୀ: ନ୍ୟୁ ଦିଲ୍ଲୀ ମ୍ୟୁନିସିପାଲ କମିଟି (ଏନଡିଏମସି)ର ୪୫୦୦ ଜଣ କର୍ମଚାରୀଙ୍କ ଚାକିରି ରେଗୁଲାର ହେବ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚିଠି ଲେଖିଛନ୍ତି ।…

ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା: ୩୮ ହଜାର ଶିକ୍ଷକ ପାଇବେ ନିଯୁକ୍ତି, ଦେଶରେ ପ୍ରତିଷ୍ଠା ହେବ ୭୪୦ଟି ଏକଲବ୍ୟ ମଡେଲ ସ୍କୁଲ

ନୂଆଦିଲ୍ଲୀ: ଦେଶରେ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଦେଶରେ ୭୪୦ଟି ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା କରାଯିବ । ଏହା ମାଧ୍ୟମରେ କେନ୍ଦ୍ର ସରକାର…