ବ୍ରହ୍ମପୁରରୁ- ସୁରଟକୁ ଗଡ଼ିବ ଅମ୍ରିତ ଭାରତ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ
ବ୍ରହ୍ମପୁର; ବ୍ରହ୍ମପୁରରୁ ସୁରଟକୁ ଗଡ଼ିବ ନୂଆ ଏକ୍ସପ୍ରେସ। ଅମ୍ରିତ ଭାରତ ଏକ୍ସପ୍ରେସର କାଲିଠୁ ଯୋଗାଇବ ସେବା। ଆସନ୍ତାକାଲିଠାରୁ ଯାତ୍ରୀଙ୍କ ପାଇଁ ଆରମ୍ଭ ହେବ ନୂଆ ରେଳ ଯାତ୍ରା ସେବା।
ଆସନ୍ତାକାଲି ୧୨ଟାରେ ଏହି…

