IPL ୨୦୨୬ ପୂର୍ବରୁ ଅବସର ନେଲେ ଏହି ଅଲରାଉଣ୍ଡର ଖେଳାଳି, ଆଉ IPLରେ ଆସିବେନି ନଜର, ହେଲେ KKR…
ଓଡିଶାଭାସ୍କର: ଆଣ୍ଡ୍ରେ ରସେଲ IPLରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୨୦୧୪ ମସିହାରୁ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ଆଣ୍ଡ୍ରେ ରସେଲଙ୍କୁ ଆଗାମୀ ସିଜିନ୍ (IPL ୨୦୨୬) ପୂର୍ବରୁ KKR…
