ସତର୍କ ରୁହ…ମାଡ଼ିଆସୁଛି ଝଡ଼ବର୍ଷା, କାଲିଠୁ ଆଉ ଏକ ବଡ଼ ଲଘୁଚାପ; ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ ଜାରି
ଭୁବନେଶ୍ବର: କାଲି ସୁଦ୍ଧା କେନ୍ଦ୍ରିୟ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଧିରେ ଧିରେ ପଶ୍ଚିମ ଆଡ଼କୁ ଗତି କରିବ । 26 ତାରିଖ ସୁଦ୍ଧା ଘନୀଭୂତ ହୋଇ ଏହା ଅବପାତର ରୂପ ନେବ…

