ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ଜର୍ସି ସ୍ପନସର୍: BCCI ସହ ହାତ ମିଳାଇଲା ଏହି କମ୍ପାନୀ, ଡ୍ରିମ୍ ୧୧ ବଦଳରେ ଏବେ ଦେଖିବାକୁ ମିଳିବ…
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ମଧ୍ୟରେ ଟିମ୍ ଇଣ୍ଡିଆକୁ ମିଳିଲା ନୂତନ ଜର୍ସି ସ୍ପନସର । ଡ୍ରିମ୧୧ ଛାଡିବା ପରେ, ଆପୋଲୋ ଟାୟାର୍ସକୁ ଏବେ ଟିମ୍ ଇଣ୍ଡିଆର ନୂତନ ଜର୍ସି ସ୍ପନସର ଭାବରେ ନିଯୁକ୍ତ କରାଯାଇଛି। ଏହି କମ୍ପାନୀ…

