କାହିଁକି ନେଲେ ଗାୟିବା ଛାଡିବାର ନିଷ୍ପତ୍ତି, ନିଜେ ସତ କହିଦେଲେ ଭେଟେରାନ୍ ଗାୟକ, କହିଲେ-“ମୋତେ ବଞ୍ଚିବାକୁ…”
Arijit Singh Retirement: "ତୁମ୍ ହି ହୋ," "କେସରିଆ," ଏବଂ "ଛନ୍ନା ମେରେୟା" ଭଳି ଫେମସ୍ ଗୀତରେ ନିଜର ଭାବପୂର୍ଣ୍ଣ କଣ୍ଠସ୍ୱର ସହିତ ଅନେକ ପିଢ଼ିଙ୍କୁ ମୋହିତ କରିଥିବା ପ୍ରସିଦ୍ଧ ବଲିଉଡ ଗାୟକ ଅରିଜିତ ସିଂହ…
