ସ୍ଥଳସେନା ମୁଖ୍ୟଙ୍କ କଡ଼ା ଚେତାବନୀ, ଆଗକୁ ହେବ ଘମାଘୋଟ ଯୁଦ୍ଧ! ପାକିସ୍ତାନର ନିସ୍ତାର ନାହିଁ !
ନୂଆଦିଲ୍ଲୀ: ପାକିସ୍ତାନକୁ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ଚେତାବନୀ । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କଡ଼ା ବାର୍ତ୍ତା ଦେଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ । ଅପରେସନ ସିନ୍ଦୂର ଏକ…
