“ଏସିଆ କପ୍ ଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ”, ୨ଟି ମ୍ୟାଚ୍ ହାରି ଭାଙ୍ଗିନି ପାକିସ୍ତାନର ଗର୍ବ , ଭାରତକୁ ଧମକ ଦେଲେ ଶାହିନ…
ଓଡିଶାଭାସ୍କର: ଭାରତୀୟ କ୍ରିକେଟ୍ ଟିମ୍ ଏସିଆ କପରେ ପାକିସ୍ତାନକୁ ଦୁଇଥର ପରାସ୍ତ କରିଛି। ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ୭ ୱିକେଟରେ ଏବଂ ଦ୍ୱିତୀୟ ଥର ୬ ୱିକେଟରେ ବିଜୟୀ ହୋଇଥିଲା।
ଏହା ସତ୍ତ୍ୱେ ପାକିସ୍ତାନର…

