ରାଜ୍ୟରେ ଆରମ୍ଭ ହେବ କୁଷ୍ଠ, ଯକ୍ଷ୍ମା, ଡେଙ୍ଗୁ, କୋଭିଡ୍, ମ୍ୟାଲେରିଆ ଓ ଡାଇରିଆ ରୋଗୀ ଚିହ୍ନଟ ଅଭିଯାନ: ସମସ୍ତ ଜିଲ୍ଲାପାଳଙ୍କୁ ଏନଏଚଏମର…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ରୋଗୀ ଚିହ୍ନଟ ଅଭିଯାନ । ଏଥିପାଇଁ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଇଣ୍ଟିଗ୍ରେଟେଡ୍ ଯକ୍ଷ୍ମା, କୁଷ୍ଠ, କୋଭିଡ୍, ଡେଙ୍ଗୁ, ଡାଇରିଆ, ମ୍ୟାଲେରିଆ ରୋଗୀ…
