ଟେଷ୍ଟ ମ୍ୟାଚ ପୂର୍ବରୁ ପ୍ଲେଇଂ ୧୨ ଘୋଷଣା କଲା ଇଂଲଣ୍ଡ, ଅନେକ ଦିନ ପରେ ପଡ଼ିଆକୁ ଓହ୍ଲାଇବେ ଏହି ଖେଳାଳି
Ashes 2025: ଏଥର ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟର ସବୁଠାରୁ ଐତିହାସିକ ସିରିଜ୍ ଆଶେସ୍ ଆୟୋଜନ କରୁଛି । ଏହି ସିରିଜର ପ୍ରଥମ ମ୍ୟାଚ୍ ୨୧ ନଭେମ୍ବରରୁ ପର୍ଥ ଷ୍ଟାଡିୟମରେ ଖେଳାଯିବ । ସାରା ବିଶ୍ୱର କ୍ରିକେଟ୍ ପ୍ରେମୀ…
