Asia Cup 2025: ବାପାଙ୍କ ଶେଷକୃତ୍ୟ ପରେ UAE ଫେରିଲେ ଖେଳାଳି, ମୈଦାନକୁ ଓହ୍ଲାଇ ବାପାଙ୍କ ସ୍ବପ୍ନ କରିବେ ସାକାର
ନୂଆଦିଲ୍ଲୀ: ଶ୍ରୀଲଙ୍କା ଆଜି ଅର୍ଥାତ ସେପ୍ଟେମ୍ବର 20 ତାରିଖରେ ସୁପର-4ର ପ୍ରଥମ ମ୍ୟାଚରେ ବାଂଲାଦେଶ ସହିତ ମୁକାବିଲା କରିବ। ଶ୍ରୀଲଙ୍କା କ୍ରିକେଟର ଡୁନିଥ୍ ୱେଲାଗେ ମଧ୍ୟ ଏହି ମ୍ୟାଚରେ ମଧ୍ୟ ଶାମିଲ ହେବେ, କାରଣ ସେ…

