ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ, ଛାଡ଼ପତ୍ର ବିନା ଦ୍ୱିତୀୟ ବିବାହ କଲେ କଟିବ ସରକାରୀ କର୍ମଚାରୀଙ୍କ ଦରମା
ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର ଏକ ବଡ଼ ଘୋଷଣା କରିଛନ୍ତି । ପ୍ରଥମ ପତ୍ନୀଙ୍କୁ ଆଇନଗତ ଭାବରେ ଛାଡପତ୍ର ନ ଦେଇ ପୁନଃବିବାହ କରୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କଠୋର…

