ATM ରୁ ଟଙ୍କା ବାହାରିଲାନି କିନ୍ତୁ ଆକାଉଣ୍ଟରୁ କଟିଗଲା କିଭଳି ଫେରସ୍ତ ପାଇବେ, ଜାଣି ରଖନ୍ତୁ ଏହି ନିୟମ ମିଳିବ ଅଧିକ ଟଙ୍କା
ନୂଆଦିଲ୍ଲୀ: ଯେତେବେଳେ ATM ରୁ ଟଙ୍କା ଉଠାଇବା ସମୟରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଏ, କିନ୍ତୁ ମେସିନ୍ ଟଙ୍କା ବାହାରେ ନାହିଁ, ଏହା ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ହତାଶାଜନକ ଅଭିଜ୍ଞତା। ଅନେକ ଲୋକ ଭାବନ୍ତି ଯେ…
