‘ଟିମ୍ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପ୍ରସ୍ତୁତ..’, ବିଶ୍ୱ କପ ପୂର୍ବରୁ ଅଷ୍ଟ୍ରେଲିଆ ଟିମ କ୍ୟାପ୍ଟେନଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଅଧିନାୟିକା ଆଲିସା ହିଲି କହିଛନ୍ତି ଯେ, ତାଙ୍କ ଟିମ ଭାରତୀୟ ଉପମହାଦେଶରେ ହେବାକୁ ଥିବା ମହିଳା ଦିନିକିଆ ବିଶ୍ୱକପରେ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ…

