ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବେଜ୍ଜିତ କଲେ ଡୋନାଲ୍ଡ ଟ୍ରମ୍ପ, ଫଟୋ ବଦଳରେ ଲଗାଇଲେ ଅଟୋପେନ୍
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି କିଛି କରିଛନ୍ତି ଯାହା କେହି ଆଶା କରିନଥିଲେ। ସେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରିଛନ୍ତି ଏବଂ ଏହା ମଧ୍ୟ କୁହାଯାଇପାରେ ଯେ ସେ ବାଇଡେନଙ୍କୁ ଘୋର…

