ଭାଇଚାରାର ଉଦାହରଣ, ଅଜାନ ସମୟରେ ଲାଉଡସ୍ପିକର ବନ୍ଦ ରଖିଲା ହନୁମାନ ମନ୍ଦିର
ପାଟନା: ବିହାରର ପାଟନାରେ ପରସ୍ପର ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ଏକ ଉଦାହରଣ ଦେଖିବାକୁ ମିଳିଛି। ରବିବାର ପାଟନାର ହନୁମାନ ମନ୍ଦିର ଅଜାନ ସମୟରେ ନିଜର ଲାଉଡ ସ୍ପିକର ବନ୍ଦ କରିଛି। ମସଜିଦ ଏବଂ ମନ୍ଦିର ମଧ୍ୟରେ ଦୂରତା…
