ଟି-ଟ୍ବେଣ୍ଟି ପାଇଁ ପାକିସ୍ତାନ କରୁଛି ତଗଡା ପ୍ଲାନ୍; ଦଳକୁ ଫେରିଲେ ବାବର ଓ ଆଫ୍ରିଦୀ, ଆହୁରୀ ଘାତକ ଖେଳାଳିଙ୍କୁ ସାମିଲ କରିପାରେ ପାକ୍…
ଓଡିଶା ଭାସ୍କର: ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ବାବର ଆଜମ ଏବଂ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ଶ୍ରୀଲଙ୍କା ବିପକ୍ଷରେ ଟି-୨୦…
