ବଦ୍ରିନାଥ ଧାମର ଅଜଣା ରହସ୍ୟ; ଏଠାରେ ଭୁକନ୍ତି ନାହିଁ କୁକୁର, ଏହା ଚମତ୍କାର ନା ପ୍ରକୃତିର ନିୟମ, ଜାଣନ୍ତୁ ଏ କାହାଣୀ
ଉତ୍ତରାଖଣ୍ଡ: ରାଜ୍ୟର ଚାମୋଲି ଜିଲ୍ଲାରେ ଅଳକନନ୍ଦା ନଦୀ କୂଳରେ ବ୍ରଦିନାଥ ଧାମ ଅବସ୍ଥିତ। ଏହା ଭାରତର ସବୁଠାରୁ ପବିତ୍ର ଏବଂ ପ୍ରମୁଖ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ। ଏହା ଚାରିଧାମ ଏବଂ ଛୋଟା ଚାରି ଧାମ ଅର୍ଥାତ୍ ହିମାଳୟ…

