ଆଫଗାନିସ୍ତାନ ବାଗ୍ରାମ ଏୟାର ବେସ୍ ଉପରେ ଟ୍ରମ୍ପଙ୍କ ଆଖି, ଫେରାଇ ନଦେଲେ ପରିସ୍ଥିତି ହେବ ଭୟଙ୍କର, ଚେତାବନୀ ଦେଲେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନ ତାଲିବାନ ସରକାରକୁ ବାଗ୍ରାମ ଏୟାର ବେସର ନିୟନ୍ତ୍ରଣ ଆମେରିକାକୁ ଫେରାଇବାକୁ ଦାବି କରିଛନ୍ତି, ଯଦି ସେମାନେ ଏହା ପାଳନ ନ କରନ୍ତି ତେବେ ପରିସ୍ଥିତି ବୋହୁତ…

