ସୌନ୍ଦର୍ଯ୍ୟରେ ବାଧକ ସାଜୁଛି କି Dark Circles ? କରନ୍ତୁ ନାହିଁ ଏଭଳି ଭୁଲ
ଓଡ଼ିଶା ଭାସ୍କର: ଜୀବନର ବ୍ୟସ୍ତତା ଭିତରେ ବ୍ୟକ୍ତିକୁ ଶାନ୍ତିରେ ବସିବା ପାଇଁ ବି ଫୁରସତ ନାହିଁ । ଅଫିସ୍ ଏବଂ ଘର କାମର ଚାପ ମଧ୍ୟରେ ଏକ ପ୍ରକାର ଚିନ୍ତାଗ୍ରସ୍ତ ରହିଥାନ୍ତି । ଏହା ତ୍ୱାଚାର ଚମକକୁ ହ୍ରାସ କରିଥାଏ ।…
