ଡିଜେରେ ଲାଗିଲା କଟକଣା, ଜାରି ହେଲା ସର୍କୁଲାର, ଟିକେ ଢ଼ିଲା ହେଲେ ଆରସି, ଫିଟନେସ୍ ବାତିଲ
ଭୁବନେଶ୍ୱର: ଡିଜେ ଗାଡ଼ି ଉପରେ ଲାଗିଲା ଅଙ୍କୁଶ। ଡିଜେ ଗାଡ଼ି ଉପରେ ସରକାର ଲଗାଇଲେ କଟକଣା। ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜାରି ହେଲା ସର୍କୁଲାର।
ନିଦ୍ଧିଷ୍ଟ ଆଲୋକ, ଉଚ୍ଚତାରେ ପରିବର୍ତ୍ତନ କଲେ ହେବ…

