ଶେଖ୍ ହସିନାଙ୍କୁ ଫାଶୀଦଣ୍ଡ, କ’ଣ ଭାରତରୁ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିପାରିବେ ବାଂଲାଦେଶ ସେନା ଓ ପୋଲିସ
ନୂଆଦିଲ୍ଲୀ: ବାଂଲାଦେଶରୁ ଏକ ବଡ଼ ଖବର ଆସିଛି ଯେଉଁଠାରେ ବାଂଲାଦେଶର ଏକ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦୁଇଟି ଅଭିଯୋଗରେ ମୃତ୍ୟୁଦଣ୍ଡ ଦେଇଛନ୍ତି।
ଯାହା ପରେ ସବୁଠି କେବଳ ଆଲୋଚନା ହେଉଛି ଯେ…
