ବାଂଲାଦେଶରେ ହତ୍ୟା ଭିତରେ କେତେ ଜଣ ହିନ୍ଦୁ ଜିତିଲେ ନିର୍ବାଚନ, କେଉଁ ପାର୍ଟି ସହ ରହିଛି ସେମାନଙ୍କ ସମ୍ପର୍କ
ଓଡିଶାଭାସ୍କର: ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନରେ ତିନି ଜଣ ହିନ୍ଦୁ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେମାନେ ସମସ୍ତେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ,…
