ନିର୍ବାଚନ ଜିତୁ ଜିତୁ BNPର ବଡ଼ ଦାବି, ଶୀଘ୍ର ହସିନାଙ୍କୁ ବାଂଲାଦେଶ ପଠାନ୍ତୁ ଭାରତ ସରକାର
Sheikh Hasina: ବାଂଲାଦେଶର ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଭାରତରୁ ବହିଷ୍କୃତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଉପରେ ବିଚାରର ଜାରି ରଖିବା…
