Bangladesh Election Result: ବାଂଲାଦେଶ ନିର୍ବାଚନରେ BNPର ବିପୁଳ ବିଜୟ, ତାରିକ ରହମାନ ହେବେ ନୂଆ ପ୍ରଧାନମନ୍ତ୍ରୀ!
ନୂଆଦିଲ୍ଲୀ: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଏହାର ପୂର୍ବତନ ସହଯୋଗୀ ଜମାତ-ଏ-ଇସଲାମି ଉପରେ ନିଜର ଅଗ୍ରଣୀକୁ ଆହୁରି ମଜବୁତ କରିଛି। ଅଗଷ୍ଟ ୨୦୨୪ ରେ ଆୱାମୀ ଲିଗ୍ ସରକାରର ପତନ ପରେ କ୍ଷମତା ଗ୍ରହଣ କରିଥିବା…
