ସରିଲା ଟ୍ରମ୍ପଙ୍କ ଟାରିଫ ଧମକ; ଭାରତ ପରେ ବାଂଲାଦେଶରୁ ଟାରିଫ କମାଇଲା US, ହଠାତ୍ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣର କାରଣ କ’ଣ?
ନୂଆଦିଲ୍ଲୀ: ଆମେରିକା ଓ ବାଂଲାଦେଶ ମଧ୍ୟରେ ଏକ ନୂଆ ବାଣିଜ୍ୟ ଚୁକ୍ତି ସାକ୍ଷର ହୋଇଛି। ଏହି ଚୁକ୍ତି ଅନୁସାରେ ବାଂଲାଦେଶରୁ ଆମେରିକାକୁ ଯାଉଥିବା ଉତ୍ପାଦ ଉପରେ ଲାଗୁଥିବା ଆମେରିକୀୟ ଟାରିଫକୁ କମାଇ 19 ପ୍ରତିଶତ…
