ଓଡିଶାରେ ଲୁଚିଥିଲେ ବାଂଲାଦେଶୀ; ପୋଲିସ ଚଢାଉ କରିବାରୁ ଧରାପଡିଲେ ୩୦ରୁ ଅଧିକ, ଘଟଣାସ୍ଥଳରୁ କିଛି ଜଣ ଫେରାର ହୋଇଯାଇଥିବା ସୂଚନା…
ଓଡିଶା ଭାସ୍କର: ଓଡିଶାରେ ଲୁଚିଥିଲେ ଏକାଧିକ ବାଂଲାଦେଶୀ। ଚଢାଉ କରି ଧରିନେଲା ପୋଲିସ। ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ୍।
ଜଗତସିଂହପୁର ଅନ୍ତର୍ଗତ ସଦରଥାନା ବେହେରାମପୁର ବସ୍ତିରେ ପୋଲିସ ରେଡ୍ କରିବା ପରେ…
