ୟୁନିଅନ୍ ବ୍ୟାଙ୍କ ସୁପର ଯୋଜନା; କେବଳ ସୁଧରେ ମିିଳିବ ୨୨ହଜାର! ରଖିବାକୁ ପଡିବ ମାତ୍ର ଏତିକି…
ନୂଆଦିଲ୍ଲୀ: ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଏକ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ। ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ରେପୋ ହାରକୁ ୧.୨୫ ପ୍ରତିଶତ ହ୍ରାସ କରିଛି,…
