‘ସାରା ଦେଶରେ ବାଣ ବନ୍ଦ କରାଯିବା ଜରୁରୀ’, ବାୟୁପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ନୂଆଦିଲ୍ଲୀ: ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ବି ଆର ଗଭାଇ କହିଛନ୍ତି ଯେ, ଯଦି ଏନସିଆର ସହରଗୁଡ଼ିକର ବାୟୁ ସଫା କରିବାର ଅଧିକାର ଅଛି, ତେବେ ଅନ୍ୟ ସହରର ଲୋକମାନଙ୍କୁ କାହିଁକି…

