କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଅଡ଼ୁଆରେ ୟୁଟ୍ୟୁବର, 2 ଯୁବକ ଗିରଫ
ବରଗଡ: ଆଜି କାଲି ଭିୟୁଜ ନିଶାରେ ୟୁଟ୍ୟୁବର । ଅଧିକ ଭିୟୁଜ ପାଇଁ ଜଗନ୍ନାଥଙ୍କୁ ବି ଛାଡିଲେନି । କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିବା ପଡ଼ିଲା ମହଙ୍ଗା । ଦୁଇ ଯୁବକଙ୍କୁ…
