ହଠାତ୍ ଚଳନ୍ତା ଟ୍ରେନରୁ ବର୍ଷା ହେଲା ୧୦୦-୫୦୦ ଟଙ୍କିଆ ନୋଟ୍, ଟଙ୍କା ନେବା ପାଇଁ ଟ୍ରାକରେ ଜନସମୁଦ୍ର!
ଉତ୍ତରପ୍ରଦେଶ: ହଠାତ୍ ଚଳନ୍ତା ଟ୍ରେନରୁ ବର୍ଷା ହେଲା ୧୦୦-୫୦୦ ଟଙ୍କିଆ ନୋଟ୍। ଆଉ ଏହା ଦେଖି ଟଙ୍କା ଗୋଟାଇବାକୁ ଲାଗିଲା ଲୋକଙ୍କ ଭିଡ଼। ଯେହେତୁ ରାତି ହୋଇଥିଲା ତେଣୁ ଲୋକମାନେ ମୋବାଇଲ୍ ଟର୍ଚ୍ଚ ଲାଇଟ୍ ଅନ୍ କରି…

