ଖବର ଭାରତ ପରେ ଜାପାନ ଉପରେ ୧୫% ବେସଲାଇନ୍ ଶୁଳ୍କ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ Subhasmita Das Sep 5, 2025 ଜାପାନ: ଭାରତ ପରେ ଜାପାନ ଉପରେ ଟାରିଫ ଲଗାଇଲା ଆମେରିକା। ଜାପାନ ସାମଗ୍ରୀ ଉପରେ ୧୫% ଟାରିଫ୍ ଲଗାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା-ଜାପାନ ବାଣିଜ୍ୟ…