ମୁଣ୍ଡରେ ହାତ ଦେଲେ ଶିଳ୍ପା, ଫେମସ୍ ରେଷ୍ଟୁରାଣ୍ଟରେ ପକାଇଲେ ତାଲା, ବିରହ ବେଦନାରେ କଲେ ପୋଷ୍ଟ
ମୁମ୍ବାଇ: ବଢ଼ୁଛି ବଲିଉଡ ଅଭିନେତ୍ରୀଙ୍କ ସମସ୍ୟା। ଦିନ ଦିନ ସମସ୍ୟା ହେଉଛି ଜଟିଳ। ଯାହାର ପରିଣାମ ଭୋଗୁଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ବ୍ୟବସାୟୀ ରାଜ କୁନ୍ଦ୍ରା।
ସମ୍ପ୍ରତି…

