ଡାହାଣୀ ମାଆ, ଅବୈଧ ପ୍ରେମ ସମ୍ପର୍କରେ ବାଧକ ସାଜିଲେ କୁନି ପୁଅ-ଝିଅ, ମୂଷା ବିଷ ଦେଇ ମାରିଦେଲା ଜନ୍ମକଲା ମା’
ଓଡିଶାଭାସ୍କର: ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଭାଇ ଭଉଣୀଙ୍କ ସନ୍ଦେହଜନକ ମୃତ୍ୟୁ। କାରଣ ଏବଂ ହତ୍ୟାକାରୀ ବିଷୟରେ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। କାହିଁକି ନା ହତ୍ୟାକାରୀ ଆଉ କେହି ନୁହେଁ ବରଂ ନିଜ ଜନ୍ମକଲା…
