ଚାର୍ଜ କରିବାର ୮୦-୨୦ ନିୟମ କ’ଣ? ଜାଣନ୍ତୁ କାହିଁକି ୧୦୦% ଚାର୍ଜିଂ ଆପଣଙ୍କ ସ୍ମାର୍ଟଫୋନ ପାଇଁ ବିଷ?
ଓଡିଶାଭାସ୍କର: ଆଜିକା ଦିନରେ ଛୁଆଠୁ ଆରମ୍ଭ କରି ବୟସ୍କ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। କିନ୍ତୁ ଆପଣଙ୍କର ଏପରି ଏକ ଅଭ୍ୟାସ ଥାଇପାରେ ଯାହା ଆପଣଙ୍କ ଫୋନର ଆୟୁଷକୁ କମାଇ ଦେଉଛି, କିନ୍ତୁ ଆପଣ…
