BCCI ଜାରି କଲା Central Contracts, ବିରାଟ ରୋହିତଙ୍କୁ ଶକ୍ତ ଝଟକା, ଲିଷ୍ଟରେ ୩୦ ଜଣ ଖେଳାଳିଙ୍କ ନାମ; ଜାଣନ୍ତୁ କାହାକୁ ମିଳିବ କେତେ ଦରମା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ୨୦୨୫-୨୬ ସିଜିନ୍ ପାଇଁ ଖେଳାଳିଙ୍କ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଛି। ଏଥର, BCCI ଏହି ତାଲିକାରେ ମୋଟ ୩୦ ଜଣ ଖେଳାଳିଙ୍କୁ ସାମିଲ କରିଛି।…
