BCCI ସଭାପତିଙ୍କ ଦରମା କେତେ, ମିଳେ କଣ କଣ ସୁବିଧା ଜାଣିଲେ ଆପଣ ହେଇଯିବେ ଆଶ୍ଚର୍ଯ୍ୟ !
ନୂଆଦିଲ୍ଲୀ : BCCIର ଦାୟିତ୍ୱ କିଏ ନେବ ସେ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଆଜି ମିଥୁନ ମନହାସଙ୍କୁ ନୂତନ ବିସିସିଆଇ ସଭାପତି ଭାବରେ ନିଯୁକ୍ତ କରାଯାଇଛି। ଏହା ସହିତ ରାଜୀବ ଶୁକ୍ଳାଙ୍କୁ ଉପ ସଭାପତି ଭାରେ…

