ରୋହିତ ଶର୍ମା ପାସ୍ କରିନେଲେ BCCIର ନୂଆ ‘Bronco Test’, ବୁମରା-ସିରାଜଙ୍କ ସମେତ ଏହି ୭ ଖେଳାଳି ବି ସଫଳ
ନୂଆଦିଲ୍ଲୀ: BCCI ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୟୋ-ୟୋ ଟେଷ୍ଟ ସହ ବ୍ରୋଙ୍କୋ ଟେଷ୍ଟକୁ ବାଧ୍ୟତାମୂଳକ କରିଛି। ବ୍ରୋଙ୍କୋ ଟେଷ୍ଟ Rugbyରୁ ଅଣାଯାଇଛି। ଏହାକୁ ଏକ କଷ୍ଟକର ଫିଟନେସ୍ ପରୀକ୍ଷା ବୋଲି କୁହାଯାଏ। 38…
