Browsing Tag

became

ଦ୍ୱିତୀୟ ଥର ମା’ ହେଲେ ବିଗ୍‌ବସ୍ ବିଜେତା ଗୌହର ଖାନ୍‌, ତିନିରୁ ୪ ହେଲା ପରିବାର

ମୁମ୍ବାଇ: ପୁଣି ଘରେ ଶୁଭିଲା କୁଆଁ କୁଆଁ ଡ଼ାକ। ଘରକୁ ଆସିଲେ କୁନି ଅତିଥି। ୩ରୁ ପରିବାର ହେଲା ୪। ଦ୍ୱିତୀୟ ଥର ପାଇଁ ମା’ ହେଲେ ଅଭିନେତ୍ରୀ ଗୌହର ଖାନ୍‌। ଗୌହର ଖାନ୍‌, ଜୈଦ ଦରବାର ଏହି ଖୁସିଖବର ସେୟାର କରିଛନ୍ତି।…