ଓଡ଼ିଶାରୁ ୩ ଜଣଙ୍କୁ ପଦ୍ମ ପୁରସ୍କାର! ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ୨୦୨୬ ମସିହାର ପଦ୍ମ ପୁରସ୍କାର ଘୋଷଣା କଲେ ସରକାର
ଓଡିଶାଭାସ୍କର: ଓଡ଼ିଶାରୁ ୩ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର! ଆଉ ସେମାନେ ହେଲେ ଚରଣ ହେମ୍ୱ୍ରମ, ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ର। ଏନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି। କେବଳ ବିଧିବଦ୍ଧ…
