ଖୁସି ଖବର: ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ, ସୁଭଦ୍ରାରେ ବାଦ ପଡ଼ିଥିବା ହିତାଧିକାରୀ ପୁଣି ଥରେ କରିପାରିବେ ଆବେଦନ
ଭୁବନେଶ୍ୱର: ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ବାଦ ପଡିଥିବା ହିତାଧିକାରୀ ପୋର୍ଟାଲରେ ଅଭିଯୋଗ କରିପାରିବେ । ଏହା ସହ ଆଉ ଥରେ ସାମିଲ ପାଇଁ ମଧ୍ୟ…

