ଖବର ଭଦ୍ରକ ମେଡିକାଲର ଲିପ୍ଟରେ ଚାପି ହୋଇ ମରିଗଲେ ବୁଦ୍ଧା ରୋଗୀ Subhasmita Das Apr 24, 2025 ଭଦ୍ରକ: ହସ୍ପିଟାଲକୁ ଭଲ ହେବାକୁ ଆସିଥିଲେ। ହେଲେ ହସ୍ପିଟାଲ ଲିପ୍ଟ ଭିତରେ ଯମ ଜଗି ବସିଥିଲା। ଆଉ ଷ୍ଟେଚର ସହ ଚାପି ହୋଇ ଲିପ୍ଟ ଭିତରେ ମରିଗଲେ ମହିଳା। ହଁ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମୁଖ୍ୟ…