ରାଜନୈତିକ ମଞ୍ଚରେ ହଟଚମଟ; ବିଜେଡି ଛାଡ଼ିଲେ ଭାସ୍କର ରାଓ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
ଭୁବନେଶ୍ୱର: ବିଜେଡ଼ିକୁ ଶକ୍ତ ଝଟକା । ଇସ୍ତଫା ଦେଲେ ଏନ ଭାସ୍କର ରାଓ । ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଭାସ୍କର ରାଓ ଇସ୍ତଫା ଦେଇଛନ୍ତି। ପାର୍ଟି ଉଚ୍ଚକମାଣ୍ଡଙ୍କୁ ପତ୍ର ଲେଖି ସେ ବିଜେଡ଼ିର ପ୍ରାଥମିକ ସଦସ୍ୟତା…

