ବାପରେ ବାପ, ଦରମା ୧୦ ହଜାର, ଇନକମ୍ ଟ୍ୟାକ୍ସ ୪୬ କୋଟି, ଢ଼ାବାରେ କାମ କରୁଥିବା ଯୁବକଙ୍କୁ ଆଇଟି ନୋଟିସ୍
ମଧ୍ୟପ୍ରଦେଶ: ଦରମା ମାତ୍ର ୧୦ ହଜାର, ହେଲେ ଆଇଟି ନୋଟି ୪୬ କୋଟି। ବାପରେ ବାପ, ସାତ ଜନ୍ମ ଖଟିଲେ ବି ଏହି ନୋଟିସ ଯେଉଁ ଅର୍ଥ ପଠାଇଛି ତାକୁ ପୁରଣ କରିହେବନି।
ଗ୍ୱାଲିୟର-ଚମ୍ବଲ ଅଞ୍ଚଳରୁ ଏହି ଆଶ୍ଚର୍ଯ୍ୟଜନକ ଘଟଣା…

