(Video) ପ୍ରଧାନମନ୍ତ୍ରୀ ହେବ ତ ଏମିତି! ୧୪ ବର୍ଷ କ୍ଷମତାରେ ରହିବା ପରେ PMOରୁ ସାଇକେଲରେ ଘରକୁ ଗଲେ ନେଦରଲାଣ୍ଡସର ପୂର୍ବତନ PM
ନୂଆଦିଲ୍ଲୀ: ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ବହୁ ଆଡ଼ମ୍ବରରେ ଜୀବନ ଜୀବନ କରୁଥିବାର ଦେଖାଯାଇଥାଏ । ଅନେକ ସମୟରେ କିଛି ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଦାମିକିଆ ଡ୍ରେସ, ଜୋତା, ଶାଢ଼ୀ, ଘଣ୍ଟା, ଚେନ୍,…
