IND vs SA: ଚର୍ଚ୍ଚାରେ ରିଷଭ ପନ୍ତଙ୍କ ଦୁଇ ଗୋଡ଼ରେ ଭିନ୍ନ ଡିଜାଇନର ଜୋତା, ମଇଦାନକୁ ଆସୁ ଆସୁ ଭାଙ୍ଗିଲେ ବୀରେନ୍ଦ୍ର ସେହଓ୍ୱାଗଙ୍କ ବଡ଼…
ଓଡିଶାଭାସ୍କର: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ରିଷଭ ପନ୍ତ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ପୂର୍ବରୁ ସେ ପାଦରେ ଆଘାତ ପାଇଁ ବାହାରେ ଥିଲେ।
ଦଳକୁ ଫେରିବା ପରେ, ପନ୍ତ କୋଲକାତାର ଇଡେନ ଗାର୍ଡେନରେ…
