Flipkart Sale; ଶସ୍ତା ହେଲା ଏହି ଦାମୀ ଫୋନ୍, ୫୩୦୦୦ ମିଳିବ ଦମଦାର ସ୍ମାର୍ଟଫୋନ୍, ୭ବର୍ଷ ଯାଏଁ ମିଳିବ ଅପଡେଟ୍
ଓଡ଼ିଶାଭାସ୍କର: Flipkart ରେ ସେଲ ଆରମ୍ଭ ହୋଇଛି, ଏବଂ ସେଲ ସମୟରେ ହଜାର ହଜାର ସ୍ମାର୍ଟଫୋନ୍ ରିହାତି ମୂଲ୍ୟରେ ବିକ୍ରି ହେଉଛି। ଯଦି ଆପଣ ଏକ ଫୋଲ୍ଡେବଲ୍ ଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆମେ ଆପଣଙ୍କୁ…

