ପ୍ରତି ମାସରେ ବିଧବାମାନଙ୍କୁ ସରକାର ଦେଉଛନ୍ତି ୧,୧୦୦ଟଙ୍କା, ଜାଣନ୍ତୁ କିଭଳି କରିବେ ଆବେଦନ
ନୂଆଦିଲ୍ଲୀ: ଗରିବ ଏବଂ ଅସହାୟ ବିଧବାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବିହାର ସରକାର ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ପେନସନ ଯୋଜନା ଚଳାନ୍ତି। ଏହି ଯୋଜନା ରାଜ୍ୟର ସମାଜ କଲ୍ୟାଣ ବିଭାଗ ଦ୍ୱାରା…
